Latest Odisha News

BREAKING NEWS

Browsing Tag

PM Modi

First Indian PM to visit Slovakia:ସ୍ୱାଧୀନତା ପରେ ସ୍ଲୋଭାକିଆକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁନ୍ ୧୩-୧୮) ଠାରୁ ପାଞ୍ଚ ଦିନିଆ ୟୁରୋପ ଗସ୍ତରେ ଯିବେ । ପାଞ୍ଚ ଦିନିଆ ୟୁରୋପ ଗସ୍ତ ସମୟରେ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ ପିଏମ୍ ମୋଦୀ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୪-୧୬ ରେ ସ୍ଲୋଭାକିଆ ଗସ୍ତ କରିବେ, ଏହା…

ହାତରେ କ୍ୟାମେରା ଧରି ଗିର୍ ଜଙ୍ଗଲରେ ମୋଦି, ଭିନ୍ନ ଲୁକରେ ଆସିଲେ ନଜର

ଜୁନାଗଡ଼: ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଜୁନାଗଡ଼ର ଗିର୍ ଜାତୀୟ ଉଦ୍ୟାନରେ ପହଞ୍ଚିଥିଲେ। ହାତରେ କ୍ୟାମେରା ଧରି ଜଙ୍ଗଲ ସଫାରିର ମଜା ମଧ୍ଯ ନେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ସୋମନାଥ ମନ୍ଦିର ଦର୍ଶନ ସରିବା ପରେ…

ଭାରତ ବିରୋଧରେ ଶ୍ରୀଲଙ୍କା ଭୂମିର ବ୍ୟବହାର ହେବନାହିଁ… 

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଡିସାନାୟ ଡିସେମ୍ବର ୧୬ରେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲ। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପରେ ଏହା ମୋର ପ୍ରଥମ ବିଦେଶ ଯାତ୍ରା ଅଟେ। ଭାରତର…

ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।…

ଗୌତମ ଆଦାନୀଙ୍କୁ ଗିରଫ କରାଯାଉ: ରାହୁଲ 

ନୂଆଦିଲ୍ଲୀ: ଆମେରିକାର ଲାଞ୍ଚ ଦୁର୍ନୀତି ଅଭିଯୋଗକୁ ନେଇ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ଆମେରିକା ପକ୍ଷରୁ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଗୁରୁବାର ରାହୁଲ ଗାନ୍ଧୀ…

‘ଦ ସାବରମତି ରିପୋର୍ଟ’କୁ ମୋଦିଙ୍କ ପ୍ରଶଂସା; କହିଲେ ସତ ସାମ୍ନାକୁ ଆସୁଛି

ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ଦ ସାବରମତି ରିପୋର୍ଟ' ନିକଟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ଯ ଦୃଷ୍ଟି ଆକର୍ଷଣ କରିଛି। ସେ ଏହି ଫିଲ୍ମକୁ ପ୍ରଶଂସା କରିବା ସହ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ନୂଆ ଅତିଥି। ଏହି ଅତିଥି କେହି ମଣିଷ ନୁହଁନ୍ତି ବରଂ ଏକ ବାଛୁରୀ। ଶନିବାର ଦିନ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଭିଡିଓ କ୍ଲିପ୍ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ…

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ରାଷ୍ଟ୍ରପତି ପୁଟିନଙ୍କ ସହ ୟୁକ୍ରେନ ଗସ୍ତର ଅଭିଜ୍ଞତା ବାଣ୍ଟିଥିବା ଜଣାପଡିଛି। ଏହା ବ୍ୟତୀତ ଋଷ-ୟୁକ୍ରେନ…

ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରି ହଟହଟା ମହିଳା; ତଲାକ୍ ଦେଲେ, ଜୀବନରୁ ମାରି… 

ବାହରାଇଚ: ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଜଣେ ମହିଳା ହଟହଟା ହୋଇଛନ୍ତି। ମହିଳା ଙ୍କ ସ୍ୱାମୀ ତାଙ୍କୁ ତିନ ତଲାକ୍ ଦେଇଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଜୀବନ ନେବାକୁ ସ୍ୱାମୀ ଚେଷ୍ଟା ମଧ୍ୟ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ…

ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ; ମୋଦିଙ୍କୁ କଲେ ଅପିଲ୍  

ନୂଆଦିଲ୍ଲୀ: ନେତାଜୀଙ୍କ ଅବଶେଷକୁ ଭାରତ ଫେରାଇ ଆଣନ୍ତୁ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ଜାପାନର ରେନକୋଜି ମନ୍ଦିରରୁ ସ୍ୱାଧୀନତା ସଂଗ୍ରାମୀଙ୍କ ମୃତଦେହର ଅବଶେଷକୁ ଭାରତକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ସେ ଶନିବାର…