ନିଜର ଫିଟନେସକୁ ନେଇ ଖୁବ୍ ସଚେତନ କମେଡି କିଙ୍ଗ କପିଲ ଶର୍ମା । ଏଥିପାଇଁ ସେ ତାଙ୍କ ଓଜନ କମାଇଛନ୍ତି । କପିଲ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଫିଟ୍ ଦେଖାଯାଉଛନ୍ତି କପିଲ । ଲକଡାଉନର ଖାଲି ସମୟର ସଦୁପଯୋଗ କରିଛନ୍ତି ଓ ନିଜର ଟ୍ରାନ୍ସଫରମେସନ ଦ୍ବାରା ସମସ୍ତଙ୍କୁ ଚକମାଇ ଦେଇଛନ୍ତି. ନିଜର ନୂଆ ଲୁକରେ ସ୍ଲିମ୍ ଓ ହ୍ୟାଣ୍ଡସମ୍ ଦେଖାଉଛନ୍ତି ସେ । କୁହାଯାଉଛି କି ଲକଡାଉନ୍ ସମୟରେ କପିଲ ଶର୍ମା ପାଖାପାଖି ୧୧ କିଲୋ ଓଜନ କମାଇଛନ୍ତି । ସେୟାର କରିଥିବା ଫଟୋରେ କପିଲଙ୍କ ମା’, ପତ୍ନୀ ଓ ଝିଅକୁ ମଧ୍ୟ ଦେଖିବାକୁ ମିଳିଛି ।
BREAKING NEWS
- ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା
- କୋଇଲା ଖଣି ଏବଂ ଶିଳ୍ପ ଆବର୍ଜନାରୁ ଉଚ୍ଚ-କ୍ଷମତାସମ୍ପନ୍ନ ସଡ଼କ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ କଲା NIT ରାଉରକେଲା
- ବନ୍ୟା କ୍ଷୟକ୍ଷତି ସମୀକ୍ଷା: ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବନ୍ୟାରେ ଓଡ଼ିଶାର ୭ଟି ଜିଲ୍ଲା ପ୍ରଭାବିତ: ମନ୍ତ୍ରୀ
- Free Petrol Langar: ଜଲଦି ଯାଆନ୍ତୁ…ମାଗଣା ପେଟ୍ରୋଲ୍! ମାଗଣା ଆଇଫୋନ୍?
- Trump Praises India: ଭାରତର ନିର୍ବାଚନ ବ୍ୟବସ୍ଥାକୁ ଟ୍ରମ୍ପଙ୍କ ପ୍ରଶଂସା, ଆମେରିକାରେ ‘ଭୋଟର ଆଇଡି’ ପାଇଁ ଦେଲେ ଭାରତର ଉଦାହରଣ
- ରାମ ମନ୍ଦିର ଦାନ ଚୋରି ମାମଲା; ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କୁ କ୍ଲିନ୍ଚିଟ୍
- ଖୋଲିଲା ହୀରାକୁଦର ଆଉ ୩ ଗେଟ୍
- BJP Appointments: ପଞ୍ଜାବରେ ସରକାର ଗଠନ, ୟୁପି-ଗୁଜରାଟରେ କ୍ଷମତା ବଜାୟ ରଖିବା ଚ୍ୟାଲେଞ୍ଜ..୩ ରାଜ୍ୟ ପାଇଁ ବିଜେପିର ବଡ଼ ଘୋଷଣା
- ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Comments are closed.