ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Another 707 Covid patients have recovered and are being discharged on 29.11.2020
65 from Cuttack
65 from Khordha
58 from Keonjhar
48 from Mayurbhanj
46 from Anugul
42 from Jagatsinghpur
37 from Kalahandi
37 from Nuapada
35 from Sambalpur
35 from Sundargarh
33 from Baleswar— H & FW Dept Odisha (@HFWOdisha) November 29, 2020
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୧୮,୩୦୭ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୩,୧୧,୨୫୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୭୩୪ ଜଣ ମୃତ୍ୟୁ ବରଣ କରିଛନ୍ତି।
2 from Rayagada
15 from State PoolThe total recovered cases of Odisha now stand at 311256
— H & FW Dept Odisha (@HFWOdisha) November 29, 2020