Latest Odisha News

ଓଡ଼ିଶା ଖଣି ନିଗମ ପାଇଁ ୨ଟି ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଓଏମସିର କଷ୍ଟମର ଇଣ୍ଟିଗ୍ରେଟେଡ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଆଇଏମ୍ଏସ୍) ଏବଂ ଷ୍ଟକ୍ୱାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏସ୍ଏମ୍ଏସ୍) ଭଳି ୨ଟି ଆପ୍ ଲଞ୍ଚ କରିଛନ୍ତି।

ଏହି ଦୁଇ ଆପ ୫ଟି ଅନ୍ତର୍ଗତ ରହିଥିବା ବେଳେ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ସକ୍ରିୟ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି।

Comments are closed.