ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।
ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Another 642 Covid patients have recovered and are being discharged on 04.12.2020
70 from Mayurbhanj
54 from Sundargarh
53 from Baleswar
50 from Khordha
48 from Cuttack
40 from Anugul
40 from Bolangir
32 from Kalahandi
31 from Jagatsinghpur
28 from Puri
21 from Bargarh— H & FW Dept Odisha (@HFWOdisha) December 4, 2020
ତେବେ ୬୪୨ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୧୪,୬୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୩୯୪କୁ ବୃଦ୍ଧି ପାଇଛି ।
4 from Nayagarh
3 from Deogarh
12 from State PoolThe total recovered cases of Odisha now stand at 314665
— H & FW Dept Odisha (@HFWOdisha) December 4, 2020
ରାଜ୍ୟରେ ୪ହଜାର ୫୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁସ୍ଥହାର ୯୮ ପ୍ରତିଶତରୁ ଅଧିକ ରହିଛି।
Comments are closed.