ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ଭିତରେ ରହୁଛି । ତିନି ଚାରିଟି ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହେଉ ନାହାନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୫ ।
Covid-19 Report For 20th December
New Positive Cases: 363
In quarantine: 208
Local contacts: 155(Details of local contacts will be shared by concerned District Administration)
District Wise Cases:
1. Angul: 23
2. Balasore: 20
3. Bargarh: 11
4. Bhadrak: 7
5. Balangir: 8— I & PR Department, Odisha (@IPR_Odisha) December 21, 2020
ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୦ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ୱଲପୁରରୁ ୩୫, ପୁରୀରୁ ୨୭, ଅନୁଗୁଳରୁ ୨୩ ଓ କଟକ ଜିଲ୍ଲା କରୋନା ପଜିଟିଭ୍ ତାଲିକାରେ ଆଉ ୨୨ ସଂକ୍ରମିତଙ୍କ ନାଁ ଯୋଡିଛି ।
ବାକି ୨୧ଟି ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଭିତରେ ରହିଛି । ୧୫ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୬ହଜାର ୫୯୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୧ହଜାର ୬୪୭ ଆକ୍ରାନ୍ତ । ଏବେ ୩ହଜାର ୫୭ଟି ଆକ୍ଟିଭ୍ କେସ୍ ରହିଛି ।
22. Nayagarh: 2
23. Nuapada: 7
24. Puri: 27
25. Sambalpur: 35
26. Sonepur: 1
27. Sundargarh: 50
28. State Pool: 12New recoveries: 338
Cumulative tested: 6635980
Positive: 326596
Recovered: 321647
Active cases: 3057— I & PR Department, Odisha (@IPR_Odisha) December 21, 2020
Comments are closed.