ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟରେ ଲାଗିଲା କଟକଣା । ଏବର୍ଷ ପାଳନ ହେବନି ଜିରୋ ନାଇଟ୍ । କଟକଣା ଲଗାଇଲେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ହୋଟେଲ୍, କ୍ଲବ୍ ଓ କଲ୍ୟାଣ ମଣ୍ଡପରେ ପାଳନ ହୋଇପାରିବନି । ସେହିପରି ଜନସମାଗମ ଉପରେ ମଧ୍ୟ ରୋକ୍ ଲାଗିଛି । ଘରେ ରହି ପରିବାର ସଦସ୍ୟ, ଆତ୍ମୀୟ ଓ ସମ୍ପର୍କୀୟଙ୍କ ସହ ନୂଆବର୍ଷ ପାଳନ କରିବାକୁ ବିଏମସିର ପରାମର୍ଶ ଦେଇଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିର ରଖି ଏଭଳି ପଦକ୍ଷେପ ନେଇଛି ବିଏମସି ।

BREAKING NEWS
- ଖାନ୍ ସାରଙ୍କୁ ବଡ଼ ଆଶ୍ୱସ୍ତି, ହେବେନି ଗିରଫ…
- ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ଆବେଦନ ଆରମ୍ଭ
- ଓଡ଼ିଶାର ଡିଜିଟାଲ ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି
- ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତନାଘନା ଆରମ୍ଭ, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ
- PM Modi’s Rairangpur Tour: ମୋଦିଙ୍କ ରାଇରଙ୍ଗପୁର ଗସ୍ତ ପୂର୍ବରୁ ତେଜିଲା ଓଡ଼ିଶା ରାଜନୀତି, ସଫଳତା-ବିଫଳତାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ
- ୪୮ ଘଣ୍ଟା ପୂର୍ବରୁ ଜଣାଇବାକୁ ପଡିବ; ନହେଲେ ହର୍ମୁଜରେ ଏଣ୍ଟ୍ରି ମିଳିବନି
- ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ଭିଜିଲାନ୍ସ ମାମଲା ଥିଲେ ମିଳିବନି ପଦୋନ୍ନତି
- Shiv Sena-UBT Crisis: ଥମୁନି ଶିବସେନାର ଅନ୍ତଃକଳହ! କୁକୁର-ବାଘ ବୟାନରେ ରାଜନୀତି ତେଜିଲା! ଶିନ୍ଦେଙ୍କ କଟାକ୍ଷ ପରେ ସଞ୍ଜୟଙ୍କ ବିସ୍ଫୋରକ ପୋଷ୍ଟ…
- ଇରାନକୁ ଗୋଟିଏ ପଇସା ବି ମିଳିବନି: ଟ୍ରମ୍ପ

Comments are closed.