ନୂଆଦିଲ୍ଲୀ: କରୋନାଭାଇରସ୍ ନୂଆ ଷ୍ଟ୍ରେନ୍ ଯୋଗୁ ଭାରତରେ ୭ ଜାନୁୟାରୀ ପର୍ଯ୍ୟନ୍ତ ବ୍ରିଟେନରୁ ବିମାନ ଉଡ଼ାଣ ଉପରେ ଅସ୍ଥାୟୀ ପ୍ରତିବନ୍ଧକକୁ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଗତ ସପ୍ତାହରେ ଡିସେମ୍ବର ୨୩ ରୁ ୩୧ ପର୍ଯ୍ୟନ୍ତ ଭାରତ ଏବଂ ବ୍ରିଟେନ ମଧ୍ୟରେ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଥିଲା ଯାହା ପରେ ଏହାକୁ ବର୍ତ୍ତମାନ ଜାନୁୟାରୀ ୭, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
BREAKING NEWS
- ଫେରିଛି କୋଭିଡ ମହାମାରୀ ପୂର୍ବସ୍ଥିତି, ବଢିଛି ଆୟୁଷ ହାର : WHO
- ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ମ୍ୟାଚ୍ରେ ବେଞ୍ଚ ଖେଳାଳିଙ୍କୁ ମିଳିପାରେ ସୁଯୋଗ
- ଏସିଆନ୍ ଗେମ୍ସ ୨୦୨୬: ସମାପନ ସମାରୋହରେ ଭାରତର ପତାକା ବାହକ ହେବେ ନାୟବ ସୁବେଦାର ନୀରୁ ଢାଣ୍ଡା
- When Cannabis Generates Anxiety: ମସ୍ତିଷ୍କରେ ପଡେ କି ପ୍ରଭାବ ?
- ଏସିଆନ୍ ଗେମ୍ସ ୨୦୨୬: ଭାରତୀୟ ହକି ଅମ୍ପାୟାର ଗୁରିନ୍ଦର ସିଂଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ,ଜାପାନରୁ କରିଦିଆଯାଇଛି ବାହାର
- ମଝି ଆକାଶରେ ଅଦମ୍ୟ ସାହସ ଓ ହନୁମାନ ଚାଳିଶା ପାଠ: ଫ୍ଲାଇ-ଦୁବାଇ ହିରୋ ସ୍ମିତଙ୍କୁ ସର୍ବୋଚ୍ଚ ବୀରତ୍ୱ ପୁରସ୍କାର ଦେବାକୁ ଦାବି
- ଏସିଆନ୍ ଗେମ୍ସ ୨୦୨୬: ଭାରତ-ପାକିସ୍ତାନ କ୍ରିକେଟ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହେଲେ କାହାକୁ ମିଳିବ ଗୋଲ୍ଡ
- Hunger For ODIs and T20s: ରେଡ୍ ବଲ୍କୁ ବାଏ ବାଏ କଲେ ଚହଲ
- ଶିବାଜୀ ପାର୍କରେ ‘ଶାନ୍ତିପୂର୍ଣ୍ଣ ଆନ୍ଦୋଳନ’ ନାଁରେ ଆଇନର ଉଲ୍ଲଂଘନ? ୪ ଜଣଙ୍କ ବିରୋଧରେ ଶିବାଜୀ ପାର୍କ ଥାନାରେ ଫେରାଦ
- ସବୁ କ୍ଷେତ୍ରରେ ଫେଲ୍ ମାରିଛି ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ

Comments are closed.