ନୂଆଦିଲ୍ଲୀ: କିଛିଦିନ ହେବ କୌଣସି ନା କୌଣସି କାରଣରୁ ଜାହ୍ନବୀ ଚର୍ଚ୍ଚାରେ ରହୁଛନ୍ତି। ଏବେ ଜାହ୍ନବୀଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମୁମ୍ବାଇର ଜୁହୁରେ ଜାହ୍ନବୀ ଏକ ବିଳାସପୂର୍ଣ୍ଣ ଏବଂ ଦାମିକା ଘର କିଣିଛନ୍ତି। ଯାହାର ମୂଲ୍ୟ ଶୂଣିଲେ ଆପଣଙ୍କ ହୋସ୍ ଉଡିଯିବ। ସୂଚନା ଅନୁଯାୟୀ ଜାହ୍ନବୀ କିଣିଥିବା ଘରର ମୂଲ୍ୟ ୩୯ କୋଟି। ଘରଟି ତିନି ମହଲା ବିଶିଷ୍ଟ। ତାଙ୍କ ଘର ୩,୪୫୬ ବର୍ଗଫୁଟ ଉପରେ ପ୍ରସାରିତ ହୋଇରହିଛି। ଡିସେମ୍ବର ୭ ରେ ଜାହ୍ନବୀ ଏହି ଚୁକ୍ତି ଶେଷ କରିଥିଲେ। ଖବର ଅନୁଯାୟୀ ଏହି ଅଭିନେତ୍ରୀ ଘର ପାଇଁ ୭୮ ଲକ୍ଷ ଟଙ୍କା ପୂର୍ବରୁ ପୈଠ କରିସାରିଛନ୍ତି।
BREAKING NEWS
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
Comments are closed.