ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇରେ ଅବଦାନ ପାଇଁ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରଶଂସା କରାଯାଇଛି। WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡନୋମ୍ ଗେବ୍ରେସର୍ସ ଶନିବାର ଦିନ କରୋନା ବିରୋଧରେ ଚାଲିଥିବା ବିଶ୍ୱସ୍ତରୀୟ ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ କରୋନା ବିରୋଧରେ ବିଶ୍ୱସ୍ତରୀୟ ସଂଗ୍ରାମକୁ କ୍ରମାଗତ ଭାବେ ସମର୍ଥନ କରିଥିବାରୁ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ… ଯଦି ଆମେ ଏକାଠି କାମ କରିବା ଏବଂ ପରସ୍ପର ସହିତ ଜଡ଼ିତ ରହିବା ତେବେ ନିଶ୍ଚିତ ଭାବରେ ଏହି ମହାମାରୀକୁ ପରାସ୍ତ କରି ଆମେ ଜୀବନ ରକ୍ଷା କରିପାରିବା।
BREAKING NEWS
- ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ
- ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ
- ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ
- ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ
- ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ
- AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ
- ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ
- ୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ
- କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
- ପାକିସ୍ତାନରେ ପ୍ରଚଳିତ କିଛି ଅଦ୍ଭୁତ ଆଇନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ
Comments are closed.