Latest Odisha News

BREAKING NEWS

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ 

ମାଲକାନଗିରି : ଆଜି ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମହିଳା ମାଓବାଦୀଙ୍କ ନାଁରେ ବହୁ ମାମଲା ଥିବା ସୂଚନା ମିଳିଛି । 

ଲାଛି ଖରା ନାମକ ଏହି ମହିଳା ମାଓବାଦୀ କିଛି ବର୍ଷ ଧରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଆନ୍ଧ୍ର କ୍ୟାଡରଙ୍କ ଚାପ ଓ ନିର୍ଯାତନାର ଶିକାର ହୋଇଥିଲେ । ଯାହାଫଳରେ ସେ ପୋଲିସ ନିକଟରେ ଆତ୍ମସର୍ପଣ କରିଥିବା ମାଲକାନଗିରି ଏସପି ରିଶିକେଷ ଖିଲାରି କହିଛନ୍ତି ।

Leave A Reply

Your email address will not be published.