ଭୁବନେଶ୍ୱର: ଜାତୀୟ ମହିଳା କମିଶନ ପକ୍ଷରୁ ଓଡ଼ିଶା ପୋଲିସ ସମ୍ମାନିତ। ଜାତୀୟ ମହିଳା କମିଶନର ୨୯ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ କୋଭିଡ ମହାମାରୀ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ପୋଲିସକୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପୋଲିସ ପକ୍ଷରୁ ବରଗଡ଼ ଏସପି ପଦ୍ମିନୀ ସାହୁ ପୁରସ୍କାର ଗ୍ରହଣ କରିଥିଲେ।
BREAKING NEWS
- ସମାଜର ଏକ ବର୍ଗକୁ ବଦନାମ କରନି; ଫିଲ୍ମ ଶୀର୍ଷକକୁ ନେଇ ସୁପ୍ରିମକୋର୍ଟ…
- ଉତ୍ତରାଧିକାରୀ ବାଛିଲେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ ଉନ୍!
- ପାକିସ୍ତାନ ବିପକ୍ଷ ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ଅଭିଷେକ
- ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
- ଟ୍ରାନ୍ସଜେଣ୍ଡର ଅଞ୍ଜଳି ହତ୍ୟା ମାମଲାରେ ଖୁଲାସା; ଲୁଟ ଉଦ୍ଦେଶ୍ୟରେ ହୋଇଥିଲା ହତ୍ୟାକାଣ୍ଡ
- ଟି୨୦ ବିଶ୍ୱକପ:ଶ୍ରୀଲଙ୍କା, ଇଟଲୀର ସହଜ ବିଜୟ
- ଭୁବନେଶ୍ବରରେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ; ୩୫ ଘଣ୍ଟା…
- Babri Yatra: ଏଠାରେ ଆରମ୍ଭ ହେଲା ବାବ୍ରି ମସଜିଦ୍ ନିର୍ମାଣ
- ଭାରତ ବନ୍ଦ ପ୍ରଭାବ: ବାତିଲ ହେଲା ଏହି ସବୁ ପରୀକ୍ଷା
- ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏହି ୨ ଓଡ଼ିଆ ଫିଲ୍ମ
Comments are closed.