ଭୁବନେଶ୍ବର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା । ମେ’ ୩ ତରିଖରେ ମାତୃଭାଷା ଓଡିଆ, ୫ ରେ ଇଂରଜ, ୭ରେ ତୃତୀୟ ଭାଷା ହିନ୍ଦୀ ଏବଂ ୮ ରେ ସସ୍କୃତ ପରୀକ୍ଷା ହେବ । ମେ’ ୯ ତାରିଖରେ ଭର୍ଚୁଆଲ ଆକ୍ଟ ( ପ୍ରାକ୍ଟିକାଲ) ହେବ । ୧୦ରେ ଗଣିତ ପରୀକ୍ଷା, ମେ’ ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ମିଳିବ ।
BREAKING NEWS
- Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
- ତୁର୍କୀ ବିମାନର ଇଞ୍ଜିନରେ ନିଆଁ; କୋଲକାତା ଏୟାରପୋର୍ଟରେ ଜରୁରୀ ଅବତରଣ
- ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
- ଟି୨୦ ବିଶ୍ୱକପ : ଅଭିଷେକଙ୍କ ସହ ଓପିନଂ କରିବେ ଈଶାନ, ସଂଜୁ ବସିବେ ବେଂଚରେ
- Baloch Rebels Have US Weapons: ପାକିସ୍ତାନ ସେନା ପାଖରେ ନାହିଁ ଅସ୍ତ୍ର;ବିଦ୍ରୋହୀଙ୍କ ହାତରେ ଅତ୍ୟାଧୁନିକ ହତିଆର !
- ଡନ ୩, କ୍ରିଶ ୪ରେ ହେବକି ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତନ
- ରାଜ୍ୟରେ ସାଙ୍ଘାତିକ ଭାବେ ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, ଏହି ଜିଲ୍ଲାରେ ସର୍ବାଧିକ..
- ମନୋଜ ବାଜପେୟୀଙ୍କ ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ, ଜାଣନ୍ତୁ କାହିଁକି…
Comments are closed.