ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ ଆଣିବ ପୋଲିସ । ଏସାଇଟି କରିଥିବା ଏଲଭିଏ ଟେଷ୍ଟ ଆବେଦନର ଶୁଣାଣି ରହିଛି । ସେହିପରି ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା ଦିଆଯାଇଥିବା ନେଇ ହୋଇଥିବା ଆବେଦନ ଉପରେ ବି ଶୁଣାଣି କରିବେ ଚାଇଲ୍ଡ କୋର୍ଟ । କଡ଼ା ସୁରକ୍ଷା ଭିତରେ ଅଭିଯୁକ୍ତକୁ ଅନୁଗୋଳରୁ ନୟାଗଡ଼ ଅଣାଯିବ । ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଅନୁଗୋଳ ବାଳ ସୁଧାର ଗୃହରେ ରଖାଯାଇଛି ।
BREAKING NEWS
- କୋଭିଡ୍ ଭ୍ୟାକ୍ସିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ, ଜାଣନ୍ତୁ ଏହା ପଛର କାରଣ…
- ମୋଦୀଙ୍କୁ କଟାକ୍ଷ କରୁଥିଲେ ଏବେ ବାରଣାସୀରୁ ଦେବେ ଟକ୍କର, ଜାଣନ୍ତୁ କିଏ ଏହି କମେଡିଆନ୍
- ଗତକାଲି ସଂଧ୍ୟାରେ ଟିକିଏ ଆଶ୍ୱସ୍ତି ପରେ ଆଜି ସକାଳେ ଖରା ଦେଖାଇଲାଣି ଟ୍ରେଲର, ତାଳଚେରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ
- ମୋଷ୍ଟୱାଣ୍ଡେଡ୍ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାରକୁ ଗୁଳି କରି ହତ୍ୟା
- ଦୁଇ ସିଆରପି ନିର୍ବାଚନୀ ସଭାରେ ହୁଳହୁଳି ପକାଇ ନିଲମ୍ବିତ
- ହିଟ୍ ଆଣ୍ଡ ରନ୍ : ସୁରେଶ ରାଇନାଙ୍କ ୨ ଭାଇଙ୍କ ମୃତ୍ୟୁ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିଳାଦ୍ରୀ ମଣ୍ଡପ
- ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ
- ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ
- ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ