Latest Odisha News
Browsing Tag

Pari Murder Case

ପରୀ ମାମଲାରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ : ବହୁଚର୍ଚ୍ଚିତ ନୟାଗଡ଼ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ଣ୍ଣଛେଦ ପକାଇଲେ ଓଡ଼ିଶା ହାଇକୋର୍ଟ । ମାମଲା ସୁପ୍ରିମକୋର୍ଟ ଯାଇ ସାରିଥିବାରୁ ଆଉ ଶୁଣାଣିର ଆବଶ୍ୟକତା ନଥିବା ଦର୍ଶାଇଛନ୍ତି ହାଇକୋର୍ଟ । ଅପରପକ୍ଷରେ ଏସଆଇଟି ପକ୍ଷରୁ ତଦନ୍ତର ବିସ୍ତୃତ ଷ୍ଟାଟର୍ସ ରିପୋର୍ଟ ସିଲ୍ କଭରରେ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LVA ଟେଷ୍ଟ ନେଇ ଆଜି ଚିଲଡ୍ରେନ କୋର୍ଟରେ ଶୁଣାଣି

ନୟାଗଡ଼: ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଚିଲଡ୍ରେନ କୋର୍ଟରେ ହାଜର ହେବ ଗିରଫ ନାବାଳକ ଅଭିଯୁକ୍ତ । ଅନୁଗୋଳ ବାଳ ସୁଧାର ଗୃହରୁ ତାକୁ କଡ଼ା ସୁରକ୍ଷା ଭିତରେ ଆଣି ନୟାଗଡ଼ ଚିଲଡ୍ରେନ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତର LVA ଟେଷ୍ଟ ନେଇ ସ୍ୱତନ୍ତ୍ର ତଦନ୍ତକାରୀ…

(ଭିଡିଓ)ନୟାଗଡ ପରୀ ମୃତ୍ୟୁ ମାମଲା: ଦୋଷ ସ୍ୱୀକାର କଲା ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ସତ ମାନିଲା ଅଭିଯୁକ୍ତ । ସେ କେମିତି ଓ କାହିଁକି ପରୀକୁ ହତ୍ୟା କରିଥିଲା ତାହାର ପୁରା କଥା ସେ ବର୍ଣ୍ଣନା କରିଛି । ଏ ନେଇ ଏକ ଭିଡିଓ ପୋଲିସ ପ୍ର୍ରସ୍ତୁତ କରିଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ପରୀକୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲା । ଏହା…

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ନୟାଗଡ଼ : ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ନୟାଗଡ଼ ଚିଲଡ୍ରେନ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ଗତକାଲି ଏସଆଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ଗିରଫ ହୋଇଛି ସରୋଜ ସେଠୀ । ଗତ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ ଆଣିବ ପୋଲିସ । ଏସାଇଟି କରିଥିବା ଏଲଭିଏ ଟେଷ୍ଟ ଆବେଦନର ଶୁଣାଣି ରହିଛି । ସେହିପରି ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LAV ଟେଷ୍ଟର ଆଜି ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚିଲଡ୍ରେନ୍ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାର ଲେୟାର ଭଏସ୍ ଆନାଲିସ୍ ବା LVA ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନର ଆଜି ଶୁଣାଣି ରହିଛି । ସେହିପରି ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ପାଇଁ ଆବେଦନ ଉପରେ ଆଜି ବିଚାର

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହେବ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍-SIT କରିଥିବା ଆବେଦନର ଶୁଣାଣି ହେବ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇ ନଥିଲା । ଏନେଇ…

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବ । ନୟାଗଡ଼ ପକସୋ…

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା । ସେହିପରି…