ଉମରକୋଟ: ତୈଳ ଦର ବେଲଗାମ । ପାଖାପାଖି ୯୦ ଛୁଇଁଲାଣି ପେଟ୍ରୋଲ ଓ ଡିଜେଲ ଦାମ । ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଭିନବ ଉପାୟରେ ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ଶଗଡ ଗାଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶରେ ସହର ପରିକ୍ରମା । ଜଣେ ଯୁବକ ନିଜକୁ ପ୍ରଧାନମନ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ କରି ଶଗଡ଼ ଉପରେ ବସି ତୈଳ ଦର ବୃଦ୍ଧିର ପ୍ରତିବାଦ କରୁଛନ୍ତି । ଏହି ଶୋଭଯାତ୍ରା ସହର ପରିକ୍ରମା କରୁଛି ।
BREAKING NEWS
- ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ !
- ନ୍ୟାସ୍ନାଲ୍ ଗ୍ରୀନ୍ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୬: ତୃତୀୟ ସ୍ଥାନରେ କିସ୍
- ନିକଟବର୍ତ୍ତୀ ଜଳାଶୟରେ କୁମ୍ଭୀର ଦେଖିଲେ ହେଲ୍ପଲାଇନରେ ସୂଚନା ଦେବାକୁ ବନ ବିଭାଗର ଅନୁରୋଧ
- Pradeep Rawat: ବଲିଉଡ୍ରୁ ସାଉଥ୍ ପର୍ଯ୍ୟନ୍ତ ଥିଲା ଦବଦବା; ‘ଗଜିନି’ର ଖଳନାୟକଙ୍କୁ ହରାଇଲା ସିନେ ଜଗତ, ଏହି ଓଡିଆ ସିନେମାରେ ବି ବେଶ୍ ସାଉଁଟିଥିଲେ ଭଲପାଇବା…
- Repo Rate: ରେପୋ ରେଟ୍ରେ ନାହିଁ କୌଣସି ପରିବର୍ତ୍ତନ, ୫.୨୫%ରେ ସ୍ଥିର ରଖିଲା RBI, EMIରେ ମିଳିଲାନି ଆଶ୍ୱସ୍ତି
- Heavy rain alert: ଆଜିଠୁ ବଢ଼ିବ ବର୍ଷା;ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ
- ‘ସୋଲାର ରଥ’ର ଶୁଭାରମ୍ଭ କଲେ ଜିଲ୍ଲାପାଳ; ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ
- ଗୋପାଳପୁର ଧବଳେଶ୍ୱର ମନ୍ଦିରରେ ରାଷ୍ଟ୍ରପତିଙ୍କ ଜଳାଭିଷେକ; ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ…
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
Comments are closed.