Latest Odisha News

BREAKING NEWS

Browsing Tag

Congress Protest

‘କର୍ଣ୍ଣାଟକରେ ହାରିବାରୁ ଚାଉଳ ଦେଉନି ବିଜେପି’, ୨୦ ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।…

ବିଜେଡିର ରୌପ୍ୟ ଜୟନ୍ତୀକୁ ସତ୍ୟାଗ୍ରହ ଜରିଆରେ କାଉଣ୍ଟର କରୁଛି ବିଜେପି

ପୁରୀ: ପୁରୀ ତାଳବଣିଆରେ ବିଜେପି ପାଳନ କରୁଛି ରୌପ୍ୟ ଜୟନ୍ତୀ । ଅନ୍ୟ ପଟେ ବିଜେପି ଓ କଂଗ୍ରେସ ଶାସକ ଦଳକୁ ବିରୋଧ କରିଛି । ବିଜେପି ସତ୍ୟାଗ୍ରହ ଜାରି ରଖିଥିବାବେଳେ ପୁରୀ ଛାତ୍ର କଂଗ୍ରେସ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ବିରୋଧ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକରେ ଛାତ୍ର କଂଗ୍ରେସ…

ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଜୟପୁର: ଦିନକୁ ଦିନ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବଢ଼ି ଚାଲିଛି । ଘରୋଇ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରିଛି କଂଗ୍ରେସ । ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳୀନି ରଥଙ୍କ…

ଜୟପୁରରେ ଗୁଳିକାଣ୍ଡ: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ

ଜୟପୁର: କଂଗ୍ରେସ ପକ୍ଷରୁ ଥାନା ଘେରାଉ । ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ପ୍ରଥମେ ଜୟପୁର ଟାଉନ୍…

ତେଜିଲା ପ୍ରତିବାଦ, ମଙ୍ଗଳବାର ସବୁ ଏସପି ଅଫିସ୍ ଘେରିବ କଂଗ୍ରେସ

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ରାଜ୍ୟର ସମସ୍ତ ଏସ୍‌ପି ଅଫିସ ଘେରିବ କଂଗ୍ରେସ । ମମିତା ମେହେରଙ୍କୁ ନ୍ୟାୟ ଦାବି ଓ ଆନ୍ଦୋଳନ ବେଳେ ନିରୀହ ଛାତ୍ରଙ୍କୁ ଆକ୍ରମଣ ଓ କଂଗ୍ରେସ ଭବନରେ ପୋଲିସର ବେଆଇନ ଅନୁପ୍ରବେଶ ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ…

[ଭିଡ଼ିଓ] ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଲାଠିଚାର୍ଜ ଘଟଣାକୁ କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର : ଲୋୟର ପିଏମଜିରେ ଛାତ୍ର କଂଗ୍ରେସର ଆନ୍ଦୋଳନ ବେଳେ ପୋଲିସର ଲାଠିଚାର୍ଜ ପ୍ରତିବାଦ କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୁଲିସକୁ ଦିଆଯାଇନି । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ…

କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣା: ବିଚାରବିଭାଗୀୟ ତଦନ୍ତ ଦାବି କଲେ ନରସିଂହ

ଭୁବନେଶ୍ୱର: ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ବରିଷ୍ଠ ବିଧାୟକ ନରସିଂହ ମିଶ୍ର । ପ୍ରେସମିଟରେ ଘଟଣାକୁ ନିନ୍ଦା କରିବା ସହ ପୋଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ କହିଛନ୍ତି, ଗୋଡ଼େଇ ପିଟିବା ଓ ମୁଣ୍ଡ…

[ଭିଡ଼ିଓ]ଓଡ଼ିଶା ବନ୍ଦ ସଫଳ , ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ବନ୍ଦ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । ମମିତାଙ୍କୁ ନ୍ୟାୟ ଦେବାକୁ ଏହି…

କଂଗ୍ରେସର ଅଭିନବ ହରତାଳ: ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ

ନବରଙ୍ଗପୁର: ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ କରିଛି । ନବରଙ୍ଗପୁର ଜିଲ୍ଲାରେ ଅଭିନୟ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ । ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ…

୪ ଦଫା ଦାବିରେ ପିଡବ୍ଲ୍ୟୁଡି ଅଫିସ୍ ଘେରିଲା ବରଗଡ ନଗର କଂଗ୍ରେସ

ବରଗଡ଼ : ବରଗଡ ସହରରେ ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ । ପୁରୁଣା ଜିରା ନଦୀ ବ୍ରିଜର ଚୁକ୍ତି ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିଲାନି ନିର୍ମାଣ କାର୍ଯ୍ୟ । ତେଣୁ କାର୍ଯ୍ୟ ଦାୟିତ୍ବ ନେଇଥିବା ଠିକାଦାରର ଟେଣ୍ଡରକୁ ଶେଷ କରି ନୂଆ ଟେଣ୍ଡର…