କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ବାଳ । ଗଙ୍ଗାଧର ବାଗ ନାମକ ଜଣେ ବ୍ୟକ୍ତି ମଦନପୁର ଆଦର୍ଶ ବିଦ୍ୟାଳୟରେ ଜଗୁଆଳ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କାର୍ଯ୍ୟରେ ଯୋଗ ଦେବାକୁ ହେଲେ ୪୦ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି ପ୍ରିନ୍ସିପାଲ କହିଥିଲେ । ଏହାପରେ ଭିଜିଲାନ୍ସକୁ ଜଣାଇଥିଲେ ଗଙ୍ଗାଧର । ପୂର୍ବ ଯୋଜନା ମୁତାବକ, ପ୍ରିନ୍ସିପାଲଙ୍କୁ ୪୦ ହଜାର ଟଙ୍କା ଦେଇଥିଲେ ଗଙ୍ଗାଧର । ଏହି ସମୟରେ କଳାହାଣ୍ଡି ଭିଜିଲାନ୍ସ ପ୍ରନ୍ସିପାଲଙ୍କୁ ଟଙ୍କା ନେବା ବେଳେ ଧରିଥିଲା ।
BREAKING NEWS
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ
- ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ
- ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି
- ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ