Latest Odisha News

BREAKING NEWS

ଚାଲାକ ଚୀନ ରୁତୋଗରେ ନିର୍ମାଣ କରୁଛି ସୈନ୍ୟ ଶିବିର

ଲଦାଖ: ଚାଲାକ ଚୀନ ତାର ଷଡଯନ୍ତ୍ର ଜାରି ରଖିଛି । ଗୋଟିଏ ପଟେ ଶାନ୍ତି ପାଇଁ ଉଦ୍ୟମ କରୁଥିବା ଅଭିନୟ କରୁଥିବା ବେଳେ ଅନ୍ୟ ପଟେ ସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଉପଗ୍ରହ ଦ୍ୱାରା ଉତୋଳିତ ଚିତ୍ରରୁ ଜଣାପଡିଛି ପୂର୍ବ ଲଦାଖରୁ ଯେଉଁ ସୈନ୍ୟମାନଙ୍କୁ ଚୀନ ହଟାଇଛି ସେମାନଙ୍କୁ ରୁତୋଗରେ ରଖିଛି ।

ପୈଙ୍ଗାଙ୍ଗ ହ୍ରଦର ପୂର୍ବ ଦିଗରେ ୧୦୦ କିଲୋମିଟର ଦୂରରେ ସୈନ୍ୟ ଶିବିର ନିର୍ମାଣ କରୁଛି । ଏଠାରେ ରାଡାର, କ୍ଷେପଣାସ୍ତ୍ର, ହେଲିପ୍ୟାଡ ଓ ଟ୍ୟାଙ୍କ ମହଜୁଦ ରଖାଯାଉଛି । ଛୋଟ ଛୋଟ କୁଡିଆ ଘର କରାଯାଇ ସୈନ୍ୟମାନଙ୍କୁ ରଖାଯାଇଛି । ଏ ନେଇ ଏବେ ଆନ୍ତର୍ଜାତୀୟସ୍ତରରେ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.