Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ: ଭାରତକୁ କେମିତି ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ସାଇକଲ ?

ଭୁବନେଶ୍ୱର: ବେଶ କିଛି ଦିନ ଧରି ଇଣ୍ଟରନେଟରେ ଏକ ସାଇକଲର ଫଟୋ ଭାଇରାଲ୍ ହୋଇଛି । ଏହି ସାଇକଲରେ ରବର ଟାୟର ବଦଳରେ ଲାଗିଛି ସ୍ପ୍ରିଙ୍ଗର ଚକା । ତା ସହ ପଛରେ ଏକ ରାଇଫଲ ମଧ୍ୟ ଏଥିରେ ଖଂଜା ହୋଇଛି । ଲୋକଙ୍କ ଦାବି ଏହି ସାଇକଲ ଭାରତର ଅନେକ ପୋଲିସ ଥାନାରେ ରଖାଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଏହି ସାଇକଲ କେବେ ଓ କେଉଁଭଳି ସ୍ଥିତିରେ ଭାରତକୁ ଆସିଥିଲା ?

Leave A Reply

Your email address will not be published.