Latest Odisha News

BREAKING NEWS

Browsing Tag

bicycle

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ସାଇକେଲରେ ୧୦ଜଣ, ତଥାପି ବାଲାନ୍ସ ଓକେ

ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ....’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର…

ଭାଇରାଲ୍ ପୋଷ୍ଟମୋର୍ଟମ: ଭାରତକୁ କେମିତି ଆସିଲା ପ୍ରଥମ ବିଶ୍ୱଯୁଦ୍ଧର ସାଇକଲ ?

ଭୁବନେଶ୍ୱର: ବେଶ କିଛି ଦିନ ଧରି ଇଣ୍ଟରନେଟରେ ଏକ ସାଇକଲର ଫଟୋ ଭାଇରାଲ୍ ହୋଇଛି । ଏହି ସାଇକଲରେ ରବର ଟାୟର ବଦଳରେ ଲାଗିଛି ସ୍ପ୍ରିଙ୍ଗର ଚକା । ତା ସହ ପଛରେ ଏକ ରାଇଫଲ ମଧ୍ୟ ଏଥିରେ ଖଂଜା ହୋଇଛି । ଲୋକଙ୍କ ଦାବି ଏହି ସାଇକଲ ଭାରତର ଅନେକ ପୋଲିସ ଥାନାରେ ରଖାଯାଇଛି । ହେଲେ ଏଠି ପ୍ରଶ୍ନ…

ପାଞ୍ଚ ମାସରେ ରେକର୍ଡ ସଂଖ୍ୟକ ସାଇକେଲ୍‌ ବିକ୍ରି

ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ମଧ୍ୟରେ ଭାରତରେ ସାଇକେଲ ବିକ୍ରି ପ୍ରାୟ ଦ୍ୱିଗୁଣିତ ହୋଇଛି। ଅନେକ ସହରରେ ଲୋକଙ୍କୁ ନିଜ ପସନ୍ଦର ସାଇକେଲ କିଣିବାକୁ ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରଥମ ଥର ପାଇଁ ଲୋକମାନଙ୍କ ସାଇକେଲ ଚଲାଇବାର ଏପରି ଧାରା ଦେଖିବାକୁ ମିଳିଛି।…