Latest Odisha News

ଭାଇରାଲ୍ ପୋଷ୍ଟମୋର୍ଟମ: ବିସିସିଆଇ ଛାଡି ରାଜନୀତିରେ ପାଦ ଥାପିବେ କି ସୌରଭ ଗାଙ୍ଗୁଲି ?

ଭୁବନେଶ୍ୱର: ଅଭିନେତାରୁ ନେତା ସାଜିଛନ୍ତି ବଲିଉଡର ଦାଦା ମିଥୁନ ଚକ୍ରବର୍ତ୍ତୀ । ଆଉ ଏବେ ବିସିସିଆଇ ପ୍ରେସିଡେଣ୍ଟ ସୌରଭ ଗାଙ୍ଗୁଲିଙ୍କ ନାଁ ସାମ୍ନାକୁ ଆସିଛି । ଏପରିକି ତାଙ୍କ ନାଁରେ ପୋଷ୍ଟର ବି ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ହେଲେ ଗୋଟିଏ ନୁହେଁ ବରଂ ଏକାଧିକ ରାଜନୈତିକ ଦଳର ପୋଷ୍ଟରରେ ତାଙ୍କୁ ଦେଖିବାକୁ ମିଳିଛି । ହେଲେ କେଉଁ ଦଳକୁ ସମର୍ଥନ କରିବେ ସୌରଭ ?

Comments are closed.