ଯୋଡ଼ା : କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ କରିଛି ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଡିଭିଜନ । ଯୋଡ଼ା ବସଷ୍ଟାଣ୍ଡ ନିକଟରୁ ଏହି ଚୋରା କାଠ ବୋଝେଇ ପିକ୍ ଅପ୍ ଭ୍ୟାନକୁ ଜବତ କରାଯାଇଛି । ଏହାସହ କାଠ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଯୋଡ଼ା ବନେଇ କଳା ଅଞ୍ଚଳର ମନୋଜ କୁମାର ଗିରି, ଝୁମ୍ପୁରା ଅଞ୍ଚଳର ଅହମଦ ଅନସରୀ, ପଶ୍ଚିମବଙ୍ଗର ଏମଡ଼ି ହୁସେନ । ଜବତ ହୋଇଥିବା ପିକ୍ ଅପ୍ ଭ୍ୟାନରୁ ୭୨ ଖଣ୍ଡ ଶାଗୁଆନ ପଟ୍ଟା ଓ ୫୨ ଖଣ୍ଡ ଗମ୍ଭାରି ପଟ୍ଟା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ଅଧିକ ହେବ ।
BREAKING NEWS
- କଣ୍ଟେନରର ଗୁପ୍ତ ଚେମ୍ବରରୁ ମିଳିଲା ଗଞ୍ଜେଇ ;ବଜାର ମୂଲ୍ୟ ୧୨ କୋଟି,ମାଫିଆ ଫେରାର
- ଜୁଏଲାରୀ ମାଲିକଙ୍କ କାର ଉପରକୁ ଗୁଳିମାଡ଼;ଲୁଟେରା ଫେରାର
- ଷ୍ଟେଟ୍ ବ୍ୟାଙ୍କରେ ୧୫୩୮ କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଓଡ଼ିଶାରେ ରହିଛି ୧୧୧ ସିଟ୍
- PoK Protesters:PoKରେ ବିକ୍ଷୋଭକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଶାହବାଜଙ୍କ ଦଳ; ପୂର୍ବରୁ ଆତଙ୍କବାଦୀ କହିଲେ ବର୍ତ୍ତମାନ ଦେଶପ୍ରେମୀ…
- ରାଜଧାନୀରେ ନକଲି ‘OPTCL’ ଅଧିକାରୀଙ୍କ କଳାକାରନାମା: ୨୯ ଲକ୍ଷ ଟଙ୍କା ଠକି ସ୍ୱାମୀ ଗିରଫ, ସ୍ତ୍ରୀ ଫେରାର
- ଲେଜର ଲାଇଟ୍ ପାଇଁ ହଟହଟା ପାଇଲଟ, ଅଳ୍ପକେ ବର୍ତ୍ତିଲେ ୧୫୯ ଯାତ୍ରୀ…
- ଭାରତୀୟ ଟେଷ୍ଟ ଦଳକୁ ଫେରିଲେ ସରଫରାଜ: ଓହରିଲେ ସାଇ ସୁଦର୍ଶନ, ୧୫ରୁ ଗାଲେରେ ପ୍ରଥମ ଟେଷ୍ଟ
- ଆଗାମୀ ୩ ଘଣ୍ଟା ମଧ୍ୟରେ ଭିଜିବ ଭୁବନେଶ୍ୱର ଓ ପୁରୀ
- ଚୀନରେ ତାଣ୍ଡବ ରଚୁଛି ଟାଇଫୁନ୍ ଡଲଫିନ୍
- ବିଶ୍ୱର ଟପ୍-୫ ଧନୀ କ୍ରିକେଟର: ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର, ଜାଣନ୍ତୁ ଧୋନୀ ଓ କୋହଲିଙ୍କ ସମ୍ପତ୍ତି କେତେ

Comments are closed.