Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପଶ୍ଚିମବଙ୍ଗ ନିର୍ବାଚନ ସହ ଯୋଡିଲା ଇଭିଏମ୍ ଜବତ ମାମଲା

ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନ ତାତିକୁ ଆହୁରି ଉତ୍ତପ୍ତ କରିଛି ଇଭିଏମ୍ ଜବତ ମାମଲା । ଦାବି ହୋଇଛି ବିଜେପି ନେତାଙ୍କ ଘରେ ପୋଲିସ ଚଢାଉ କରିଥିଲା । ଚଢାଉରେ ଗୋଟିଏ କି ଦୁଇଟି ନୁହେଁ ୬୬ଟି ଇଭିଏମ୍ ଜବତ ହୋଇଥିଲା । ସୋସିଆଲ ମିଡିଆରେ ଏ ନେଇ ହଟଚମଟ ସୃଷ୍ଟି ହୋଇଥିଲାବେଳେ ଘଟଣା କିନ୍ତୁ ଆଂଶିକ ସତ ବୋଲି ଜଣାପଡିଛି ।

Leave A Reply

Your email address will not be published.