ରୋମ: ୧୦୦ ଫୁଟ ଉଚ୍ଚ ଟାୱାରରେ ଏଥର କରି ହେବ ଡିନର । ସବୁଜିମା ଭରା ପରିବେଶରେ ନିର୍ମିତ ହୋଇଥିବା ଏହି ଟାୱାର ଉପରକୁ ପର୍ଯ୍ୟଟକଙ୍କୁ ଡ୍ରୋନ ମାଧ୍ୟମରେ ପଂହଚାଯିବ । ଇଟାଲୀରେ ନିର୍ମିତ ହେଉଥିବା ଏହି ଟାୱାରରେ ନାମ ଭର୍ଟିପୋର୍ଟସ ରଖାଯାଇଛି । ରୋମର କମ୍ପାନୀ ଗିୟୋନକାର୍ଲ ଜେମା ଡିଜାଇନ ଗ୍ରୁପ ଏବଂ ଚୀନର ଏକ କମ୍ପାନୀ ମିଳିତ ଭାବେ ଏହି ପ୍ରୋଜେକ୍ଟ ତିଆରି କରୁଛନ୍ତି ।
ପ୍ରତ୍ୟେକ ଟାୱାରରେ ଗୋଟିଏ କାଫେ, ୱେଟିଂ ରୁମ୍ ଓ ୨୦୫୩ ସ୍କ୍ୱାୟର ଫୁଟର ପେନୋରେମିକ ରେଷ୍ଟୁରାଂଟ ରହିବ । ଏହି ଟାୱାରର ପ୍ଲାନିଂ ଲୋକପ୍ରିୟ ହେଉଥିବାରୁ ୟୁରୋପ ଏବଂ ସାଉଥଇଷ୍ଟ ଏସିଆର ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି ।
BREAKING NEWS
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
- ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ
- ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…
- ଘରୋଇ କ୍ରିକେଟକୁ ରୋହିତଙ୍କ ହଁ, କୋହଲିଙ୍କ ନାଁ: ରିପୋର୍ଟ
- ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା
- ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ
- Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…
- ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…
- କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ
Comments are closed.