Latest Odisha News

ଘୁଞ୍ଚିଲା ‘ବଣ୍ଟି ଔର୍‌ ବବ୍ଲି‌ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ସିଦ୍ଧାନ୍ତ ଚତୁର୍ବେଦୀ, ଶର୍ଭରୀ-ଅଭିନୀତ ‘ବଣ୍ଟି ଔର୍‌ ବବଲି ୨’ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ବଣ୍ଟି ଔର୍‌ ବବଲି ୨ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଚଳଚ୍ଚିତ୍ରଟି ଏପ୍ରିଲ୍ ୨୩ରେ ରିଲିଜ୍ କରିବାକୁ ଯୋଜନା ରଖାଯାଇଥିଲା। ତେବେ ୟଶ ରାଜ ଫିଲ୍ମସ୍ ଏପର୍ଯ୍ୟନ୍ତ ନୂଆ ରିଲିଜ୍ ତାରିଖ ଘୋଷଣା କରି ନଥିବା ସୂଚନା ମିଳିଛି।

 

Comments are closed.