Latest Odisha News

BREAKING NEWS

ଯାଜପୁରରେ ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼

ଯାଜପୁର : ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼ । ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ଗାଡି ଉପରକୁ ବୋମାମଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଯାଜପୁର ଇମାନନଗରେ ଘଟିଛି ଏଭଳି ଘଟଣା । ବୋମାମାଡ଼ରେ ଆହତ ହୋଇଥିବା ୩ ଜଣଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.