କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ରହିଛି । ଏନେଇ କଲେଜ କର୍ତ୍ତୃପକ୍ଷ ଏକ ନୋଟିସ୍ ଜାରି କରିଛନ୍ତି । କଟକରୁ ଆଜି 51 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ କଟକରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଛି ।
BREAKING NEWS
- ଗରମ ତାୱାରେ ଜଳିବ ଓଡ଼ିଶା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
- ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ
- ଟ୍ରମ୍ପଙ୍କ ହାତ ଛାଡ଼ିଲେ ବ୍ରିଟେନ-ଫ୍ରାନ୍ସ
- ପ୍ରଫୁଲ୍ଲ ହିଙ୍ଗ; ଆଇପିଏଲ ଡେବ୍ୟୁ ମ୍ୟାଚରେ ରଚିଲେ ଇତିହାସ…
- ଖୁବ ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ଆମ୍ବେଦକର ଭବନ: ମୁଖ୍ୟମନ୍ତ୍ରୀ
- ‘ଅଙ୍ଗନବାଡ଼ିରୁ ବାଲ୍ ବାଟିକା: ‘ଆରୋହଣ’ ମାଧ୍ୟମରେ ସୁଦୃଢ଼ ହେବ ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ଭିତ୍ତିଭୂମି
- ପ୍ରାୟ ୪୦ ମିନିଟ୍ ଧରି କଥା ହେଲେ ମୋଦି-ଟ୍ରମ୍ପ, ହର୍ମୁଜକୁ ନେଇ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା…
- ୧୮ ନମ୍ବର ଜର୍ସି କାହିଁକି ପିନ୍ଧନ୍ତି ସାକିବ ହୁସେନ
- ଧୁରନ୍ଧର ଫ୍ରାଞ୍ଚାଇଜ ବକ୍ସ ଅଫିସରେ ରଚିଲା ନୂଆ ଇତିହାସ, ଏହି ସବୁ ଫିଲ୍ମକୁ ପଛରେ ପକାଇଲା…
- ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ୫ ଦିନ ବଢିବ ସୁଭଦ୍ରା ଆବେଦନ ଅବଧି
Comments are closed.