Latest Odisha News

BREAKING NEWS

‘ଶାଦୀ ମୁବାରକ୍‌’ ଆକ୍ଟର ମାନବ ଗୋହିଲ କରୋନା ପଜିଟିଭ

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ସୋ ‘ଶାଦୀ ମୁବାରକ’ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନବ ଗୋହିଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ଶୋ’ର ଅନ୍ୟ ଦଳର ସଦସ୍ୟମାନଙ୍କର ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଛି।

ସୋର ନିର୍ମାତା କହିଛନ୍ତି ଯେ, ପ୍ରୋଟୋକଲ ଅନୁଯାୟୀ ସେଟକୁ ସାନିଟାଇନ୍‌ କରାଯାଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦଳର ସୁରକ୍ଷା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହୋଇଥିବାରୁ ସେମାନେ ନିରନ୍ତର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି।

Comments are closed.