Latest Odisha News

BREAKING NEWS

ମନ୍ତ୍ରୀ କୈଲାଶ ଗହଲୋଟ୍‌ଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀର ପରିବହନ ଏବଂ ଆଇନ ମନ୍ତ୍ରୀ କୈଲାଶ ଗହଲୋଟ୍ ବୁଧବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏ ନେଇ ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ ପୃଥକ୍‌ ଭାବେ ରହିଛି। ଏହାସହିତ ସମ୍ପ୍ରତି ଯେଉଁମାନେ ମୋ ସହ ସଂସ୍ପର୍ଶରେ ଆସିଛନ୍ତି ସେମାନେ, ଦୟାକରି ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି।

Comments are closed.