Latest Odisha News

BREAKING NEWS

Browsing Tag

covid positive

ନିରାଶ ହୋଇପଡ଼ିଛନ୍ତି ଅମିତାଭ ବଚ୍ଚନ; ବୁଷ୍ଟର ଡୋଜ ପରେ ବି କୋଭିଡ ଆକ୍ରାନ୍ତ!

ଭୁବନେଶ୍ୱର: ନିରାଶ ହୋଇପଡ଼ିଛନ୍ତି ବିଗ ବି ଅମିତାଭ ବଚ୍ଚନ! କିଛି କଥାକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ବି ଆଲୋଚନା କରୁଛନ୍ତି । ତେବେ ବିଗ-ବି ଙ୍କ ନିରାଶ ହେବାର କାରଣ ହେଉଛି- ତାଙ୍କର କୋଭିଡ ପଜିଟିଭ ରିପୋର୍ଟ । ହଁ, ବିଗ-ବି ଗତ ୨୩ ତାରିଖରେ କୋଭିଡ ପଜିଟିଭ…

ବିଲ୍ ଗେଟ୍ସଙ୍କୁ କରୋନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କୋଭିଟ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ପାଖରେ କରୋନାର…

କମଲା ହାରିସ୍ କରୋନା ସଂକ୍ରମିତ ଚିହ୍ନଟ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଙ୍ଗଳବାର କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର କମଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇନି । ଏବଂ ସେ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରକାଶ…

ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାମାମନ୍ୟ ବଢ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫୭୨ ପଜିଟିଭ୍ । କ୍ୱାରେଣ୍ଟିନରୁ ୯୧୮ ଓ ଲୋକାଲ୍ କଣ୍ଟାକ୍ଟ…

ଦେଶରେ ଲକ୍ଷେ ତଳକୁ ଖସିଲା କରୋନା କେସ, ଗତକାଲି ଅପେକ୍ଷା ୨୨% କମ୍

ନୂଆଦିଲ୍ଲୀ: ଦେଶରେ କମୁଛ କାରୋନା କାୟା। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଖସୁଛି। ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି। ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୩ ହଜାର ୮୭୬ ଆକ୍ରାନ୍ତ। ଗତକାଲି ଅପେକ୍ଷା ୨୨% ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରୁ ଚିହ୍ନଟ…

ଦେଶରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍, ଦିନକରେ ୧୧୯୨ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ କାବୁ ପାଉଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ଲକ୍ଷ ତଳକୁ ହ୍ରାସ ପାଇଛି । ସାରା ଦେଶରୁ ଆଉ ୧ଲକ୍ଷ ୬୭ହଜାର ୦୫୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ…

ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଭେଟେରାନ୍ ଅଭିନେତ୍ରୀ ସବାନା ଆଜମୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ଇନଷ୍ଟାଗ୍ରାମରେ ନିଜ ଫ୍ୟାନଙ୍କୁ ଏନେଇ ସୂଚନା ଦେଇଛନ୍ତି ସବାନା ଆଜମୀ । ସେ ଲେଖିଛନ୍ତି, ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ…

କରୋନା ପଜିଟିଭ୍ ବାହାରିଲେ ୩ ମାସ ଯାଏ ନେଇ ପାରିବେନି ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ପାଇଁ ନୂ‌ଆ ଗାଇଡଲାଇନ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଣିକି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ ୩ ମାସ ଯାଏ ତାଙ୍କୁ ଟିକା ଦିଆଯିବନି । ଅର୍ଥାତ୍ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ । ପ୍ରିକସନ୍ ଡୋଜ୍ ପାଇଁ…

ହରଭଜନ୍ ସିଂ କୋଭିଡ୍ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା କବଳରେ ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ୍ ସିଂ । କୋଭିଡ୍ ରିପୋର୍ଟ୍ ପଜିଟିଭ୍ ବାହାରିବା ପରେ ହରଭଜନ ସିଂ ସଙ୍ଗରୋଧରେ ଘରେ ରହିଥିବା ଜଣାପଡିଛି । I've tested positive for COVID with mild symptoms. I have quarantined myself at home and taking…

ଚିଡିଆଖାନାରେ ପଶିଲା କରୋନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ଘରୋଇ ପ୍ରାଣୀ ଉଦ୍ୟାନରେ କେତେକ ସିଂହ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ସେମାନେ ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯେଉଁଥିପାଇଁ ସିଂହମାନଙ୍କ ଠାରେ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖିବାକୁ ମିଳିଛି। ଏହାସହିତ ଶୁଖିଲା କାଶ…