ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଅୟିଗିରି ନନ୍ଦିନୀ ଗୀତର ବିପୁଳ ସଫଳତା ପରେ ଆଉ ଏକ ସୁନ୍ଦର ସଙ୍ଗୀତ ଭେଟି ଦେବାକୁ ଯାଉଛନ୍ତି ।
ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରସିଦ୍ଧ କବି ମାୟାଧର ମାନସିଂଙ୍କ କବିତା ‘ପ୍ରେମର ଭାଷା’କୁ ସେ ସଙ୍ଗୀତର ରୂପ ଦେବେ ।ଏହି ଗୀତର ଭିଡ଼ିଓ ଖୁବ୍ ଶୀଘ୍ର ୟୁଟ୍ୟୁବରେ ରିଲିଜ ହେବ ବୋଲି ସୂଚନା ମିଳିଛି।
Comments are closed.