ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ । ବହୁବାର ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ଟ୍ୱିଟ୍ କରି ନିଜେ ପ୍ରଦୀପ୍ତ ନାଏକ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି କୋଭିଡ୍ ଟେଷ୍ଟ କରିବା ପାଇଁ ସେମାନଙ୍କୁ ଅପିଲ କରିଛନ୍ତି । ସେମାନଙ୍କୁ ଆଇସୋଲେସନରେ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ପ୍ରଦୀପ୍ତ ନାଏକ ।<
After getting repeated test for Covid-19, my report has come out positive.
All those who have come in contact with me in the last 5 days may please get themselves tested and self isolate & take necessary precautions.@IPR_Odisha @BJP4Odisha @otvnews @kanak_news @ZeeOdisha
— Pradipta Kumar Naik (@pradiptanaikbjp) April 19, 2021
/p>
Comments are closed.