ଭୁବନେଶ୍ବର: ରାଜ୍ୟରେ କରୋନା ଟେନସନ ବଢାଇଲାଣି । ସରକାରଙ୍କୁ ଚିନ୍ତାରେ ପକାଇଛି ମହାମାରୀ । ସଂକ୍ରମଣରେ ବ୍ରେକ ଲଗାଇବାକୁ ସନ୍ଧ୍ୟା ୭ଟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେବେ । ସଂକ୍ରମଣକୁ ଅଟକାଇବାକୁ କିଛି ନୂଆ କଟକଣା ଲାଗୁ କରିପାରନ୍ତି ସରକାର ।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
Comments are closed.