ନୂଆଦିଲ୍ଲୀ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ମିଳିଛି ସାମାନ୍ୟ ଆଶ୍ବସ୍ତି । କାରଣ ଆସନ୍ତା ମେ ୧ ତାରିଖରୁ ସମସ୍ତଙ୍କୁ ମିଳିବ କରୋନା ଟିକା । ଏବେ କରୋନା ଭ୍ୟାକ୍ସିନ ନେବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରତି ମାସରେ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ । ବାକି ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଓ ଖୋଲା ବଜାରକୁ ଯୋଗାଇବେ । ଏହି ୫୦ ପ୍ରତିଶତ ଟିକା ଯୋଗାଣ ନେଇ ଟିକା ଦର ପ୍ରକାଶ କରିବେ ଉତ୍ପାଦକ । ଆଉ ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର, ଶିଳ୍ପ ସଂସ୍ଥା ଏହି ଟିକା କିଣିପାରିବେ । ଘରୋଇ ୖସପିଟାଲ ମଧ୍ୟ ଟିକା ଉତ୍ପାଦକଙ୍କ ଠାରୁ ଟିକା କିଣିପାରିବେ ।
BREAKING NEWS
- ଶୀତୁଆ ସକାଳରେ ଗୋଲାପ ଚା’ର ମଜା ନିଅନ୍ତୁ
- “ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”, କାହିଁକି ଏପରି କହିଥିଲେ ମନମୋହନ ସିଂହ ?
- ମନମୋହନ ସିଂହଙ୍କ ପରଲୋକ: ଦେଶରେ ୭ ଦିନ ପାଳନ ହେବ ରାଷ୍ଟ୍ରୀୟ ଶୋକ, ବନ୍ଦ ରହିବ ସମସ୍ତ ସରକାରୀ କାର୍ଯ୍ୟକ୍ରମ
- ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା
- ପାକିସ୍ତାନର ଏକ ଗାଁ ଯେଉଁଠି ମନମୋହନଙ୍କ ନାଁରେ ରହିଛି ସରକାରୀ ସ୍କୁଲ
- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ ପ୍ରକାଶ
- ଇଣ୍ଡିଆ ମେଣ୍ଟରେ ବଡ଼ ଫାଟ, ଦିଲ୍ଲୀ ନିର୍ବାଚନରେ ବଢ଼ିଲା ଅଡୁଆ
- ନୂଆ ରୂପ ପାଇବ କପିଳେଶ୍ଵର ମନ୍ଦିର, ଖର୍ଚ୍ଚ ହେବ ୪୬ ଲକ୍ଷ
- ଆଜି ବିଜେଡି ପ୍ରତିଷ୍ଠା ଦିବସ : ୨୭ ବର୍ଷ ତଳେ କ’ଣ ଥିଲା ନବୀନଙ୍କ ପ୍ଲାନ ?
- ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ
Comments are closed.