ନୂଆଦିଲ୍ଲୀ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ମିଳିଛି ସାମାନ୍ୟ ଆଶ୍ବସ୍ତି । କାରଣ ଆସନ୍ତା ମେ ୧ ତାରିଖରୁ ସମସ୍ତଙ୍କୁ ମିଳିବ କରୋନା ଟିକା । ଏବେ କରୋନା ଭ୍ୟାକ୍ସିନ ନେବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ କମ୍ପାନୀ ପ୍ରତି ମାସରେ ୫୦ ପ୍ରତିଶତ ଟିକା କେନ୍ଦ୍ରକୁ ଦେବେ । ବାକି ୫୦ ପ୍ରତିଶତ ଟିକା ରାଜ୍ୟ ସରକାର ଓ ଖୋଲା ବଜାରକୁ ଯୋଗାଇବେ । ଏହି ୫୦ ପ୍ରତିଶତ ଟିକା ଯୋଗାଣ ନେଇ ଟିକା ଦର ପ୍ରକାଶ କରିବେ ଉତ୍ପାଦକ । ଆଉ ନିର୍ଦ୍ଧାରିତ ଦର ଦେଇ ରାଜ୍ୟ ସରକାର, ଶିଳ୍ପ ସଂସ୍ଥା ଏହି ଟିକା କିଣିପାରିବେ । ଘରୋଇ ୖସପିଟାଲ ମଧ୍ୟ ଟିକା ଉତ୍ପାଦକଙ୍କ ଠାରୁ ଟିକା କିଣିପାରିବେ ।
BREAKING NEWS
- ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା
- ନର୍ସିଂ ଆନ୍ଦୋଳନ ସମ୍ପର୍କରେ ବଡ ଖବର ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- ଭାରତ ଆଶିର୍ବାଦ, ଇରାକ ଓ ଇରାନ ଅଭିଶାପ; ଜାଣନ୍ତୁ କାହିଁକି ଏଭଳି କହିଲେ ନେତାନ୍ୟାହୁ
- ଭଦ୍ରକ ବିବାଦୀୟ ପୋଷ୍ଟ ମାମଲାରେ ୯ ଅଭିଯୁକ୍ତ ଗିରଫ
- ଟିପିଏସଓଡିଏଲର ଏଚଓଟିଟି କେନ୍ଦ୍ର ଓ ଟ୍ୟାମ୍ପର ଟେଷ୍ଟିଂ ଲ୍ୟାବ ଉଦଘାଟିତ
- ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ
- ୧୯ ବର୍ଷରୁ କମ ମହିଳା ଟି୨୦ ଟ୍ରଫି: ମଣିପୁର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଓଡିଶା
- ସ୍କ୍ରବ୍ ଟାଇଫସରେ ଜଣେ ମହିମା ସାଧୁ ମୃତ
- କୋହଲିଙ୍କୁ ପଛରେ ପକାଇଲେ ୱିଲିୟମସନ
- କୋରାପୁଟରେ ପୁଷ୍ଟିହୀନତାର ମୁକାବିଲା ପାଇଁ ୟୁନିସେଫ୍ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ
Comments are closed.