Latest Odisha News

BREAKING NEWS

Browsing Tag

corona vaccine

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍  

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । କେନ୍ଦ୍ରର ମୋଦି ସରକାର ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍ ମାଗଣାରେ ଯୋଗାଇ ଦେବେ । ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ନେଇ ପାରିବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ । ଏନେଇ…

ଦେଶରେ ହେବ କୋଭିଡ୍‌ ଟିକାର ବୁଷ୍ଟର ଡୋଜ ପରୀକ୍ଷଣ

ନୂଆଦିଲ୍ଲୀ: ଅନେକ ଦେଶ କରୋନାଭାଇରସର ନୂତନ ଓ ମାରାତ୍ମକ ପ୍ରଜାତି ଓମିକ୍ରନ୍ ଭାରିଆଣ୍ଟ ବିପଦର ସମ୍ମୁଖୀନ ହୋଇ ସମ୍ମୁଖୀନ ହୋଇଛନ୍ତି। ନିକଟରେ ଏକ ବୈଠକରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ ଭାରତରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଟିକାର ବୁଷ୍ଟର…

ମହିଳାଙ୍କୁ ଦିଆଗଲା ତିନୋଟି ଡୋଜ କରୋନା ଟିକା

ଥାନେ: ବିଶ୍ବ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଥିବା ବେଳେ ଏପଟେ ମହାରାଷ୍ଟ୍ର ଥାନେରୁ ଏକ ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଥାନେର ଜଣେ ୨୮ ବର୍ଷୀୟା ମହିଳା ଦାବି କରିଛନ୍ତି ଯେ ତାଙ୍କୁ ଏକାକାଳୀନ ତିନୋଟି ଡୋଜ ଟିକା ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ମହିଳା ଜଣଙ୍କ ତାଙ୍କ…

ପୋଲିଙ୍ଗ ବୁଥ୍‌ରେ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଏଣିକି ପୋଲିଙ୍ଗ୍‌ ବୁଥ୍‌ରେ ବି ଲୋକଙ୍କୁ ଦିଆଯିବ କରୋନା ଟିକା। ମତଦାନ ବୁଥ୍‌ରେ ହେବ ଟିକାକରଣ କେନ୍ଦ୍ର। ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି 'ଜାହାଁ ଭୋଟ୍, ୱାହାଁ ଟିକାକରଣ' ଅଭିଯାନ ଆରମ୍ଭ କରିଛନ୍ତି। ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO)…

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମିିଳିବ କରୋନା ଟିକା

ନୂଆଦିଲ୍ଲୀ : କରୋନା ମହାମାରୀ ଦିନକୁ ଦିନ ବ୍ୟାପୁଥିବା ବେଳେ ମିଳିଛି ସାମାନ୍ୟ ଆଶ୍ବସ୍ତି । କାରଣ ଆସନ୍ତା ମେ ୧ ତାରିଖରୁ ସମସ୍ତଙ୍କୁ ମିଳିବ କରୋନା ଟିକା । ଏବେ କରୋନା ଭ୍ୟାକ୍ସିନ ନେବାର ସର୍ବନିମ୍ନ ବୟସ ୧୮ ବର୍ଷ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି…

କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର: ଦ୍ୱିତୀୟ ଟିକା ନେବା ପରେ କରୋନା ସଂକ୍ରମିତ ହୋଇ ଜଣେ ବ୍ୟକ୍ତିଙ୍କ ଗୁରୁବାର ଦିନ ଭୁବନେଶ୍ୱରର ଏମ୍‌ସ ଠାରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଟିଟଲାଗଡର ୫୭ ବର୍ଷିୀୟ ବ୍ୟକ୍ତି ମାର୍ଚ୍ଚ ୧୦ରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇଥିଲେ। ଏହାର ୧୦ ଦିନ ପରେ ତାଙ୍କଠାରେ…

ଏପ୍ରିଲ୍‌ ମାସରେ ସବୁଦିନ ଦିଆଯିବ କରୋନା ଟିକା

ନୂଆଦିଳ୍ଲୀ: ଏପ୍ରିଲ ମାସରେ ସମସ୍ତ ଦିନ କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛି। ଭାରତ ଗୁରୁବାର ଦିନ ଦେଶବ୍ୟାପୀ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ…

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭିଡ-୧୯ ଟିକାର ର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଦିଲ୍ଲୀର ହାର୍ଟ ଆଣ୍ଡ ଲଙ୍ଗ୍‌ସ ପ୍ରତିଷ୍ଠାନରେ ଡ. ହର୍ଷବର୍ଦ୍ଧନ ଏବଂ ପତ୍ନୀ ନୂତନ ଗୋଏଲଙ୍କୁ ଟିକା ଦିଆଯାଇଛି। ଟିକା ନେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ…

କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଟିକା ରପ୍ତାନୀ ବନ୍ଦ କଲା ଭାରତ!

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣର ମାତ୍ରାକୁ ଦୃଷ୍ଟିରେ ରଖି ଦେଶରୁ ବିଦେଶକୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଆଷ୍ଟ୍ରାଜେନେକା ଟିକାକୁ ରପ୍ତାନୀ କରାଯାଉଥିଲା। କିନ୍ତୁ ଏବେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନାଭାଇରସ୍ ଟିକା ପାଇଁ ଭାରତ ସରକାର ଆଷ୍ଟ୍ରାଜେନେକା…