Latest Odisha News

BREAKING NEWS

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା । ଆଜି ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଳୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିବା ସହ ସଚେତନତାର ବର୍ତ୍ତା ଦେଇଛନ୍ତି ।
ରାଜ୍ୟରେ କରୋନା ମହାମାରୀର ଭୟାବହତାକୁ ନଜରରେ ରଖି ସେ ସମସ୍ତଙ୍କୁ ସଚେତନ ରହିବାକୁ କହିଛନ୍ତି । ବାଲୁକାକଳା ମାଧ୍ୟମରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଛନ୍ତି । ବାଲୁକାକଳା ଦେଖିବାକୁ ବେଳାଭୂମୀରେ ଲୋକଙ୍କ ଭିଡ ଜମିଛି ।
Leave A Reply

Your email address will not be published.