ଗଞ୍ଜାମ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ଲାଗିଲା କଟକଣା । ଆସନ୍ତାକାଲିଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ୍, ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ନୂଆ କଟକଣା ଅନୁସାରେ, ଧାର୍ମିକ ଅନୁଷ୍ଠାନ ସୀମିତ ସଂଖ୍ୟକ ପୂଜକଙ୍କୁ ଅନୁମତି ଦିଆଯାଇଛି । ଏହାସହ କୌଣସି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି । ପାର୍କ, ସମୁଦ୍ର କୂଳ, ଖେଳ ପଡ଼ିଆ, ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଚନ୍ତି ଗଞ୍ଜାମ ଜିଲ୍ଲାପାଳ ।
BREAKING NEWS
- India’s Mega Deal with France: ଭାରତର ସବୁଠାରୁ ବଡ ଡିଲ୍…ଚୀନ, ପାକିସ୍ତାନର ଉଡିବ ନିଦ!
- ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଚାଷୀଙ୍କ ରାସ୍ତାରୋକ; ଯାତାୟାତ ସମ୍ପୂର୍ଣ୍ଣ ଠପ୍
- ୟୁରୋପୀୟ ସଂଘ ଉପରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ: ଶେହବାଜ ଓ ସେନା ମୁଖ୍ୟଙ୍କୁ ପ୍ରଶଂସା, ଭାରତ ସହ ବାଣିଜ୍ୟ ଚୁକ୍ତି ପରେ ଚର୍ଚ୍ଚା ଜୋର
- କାଳବୈଶାଖୀ ସତର୍କତା: ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା
- ୟୁଟ୍ୟୁବରେ ଆଉ ଚାଲିବନି ଏଆଇର ଖେଳ: ନକଲି ଭିଡିଓକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରିବ ପ୍ଲାଟଫର୍ମ
- Balianta Murder case:ସୌମ୍ୟ ହତ୍ୟା ମାମଲା:ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ,ଅଭିଯୁକ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି
- SupremeCourt on Prostituteson: ବେଶ୍ୟାବୃତ୍ତି ଉପରେ ସୁପ୍ରିମକୋର୍ଟଙ୍କ ବଡ ରାୟ, କହିଲେ, ‘ଅପରାଧ ନୁହେଁ ସ୍ୱେଚ୍ଛାକୃତ ଦେହବ୍ୟାପାର…’
- Trump cuts tariffs: କୃଷି ଏବଂ ଶିଳ୍ପ ଯନ୍ତ୍ରପାତି ଉପରେ ବଡ ଆଶ୍ବସ୍ତି ଦେଲେ ଡୋନାଲ୍ଡ ଟ୍ରମ୍ପ, ମିଳିପାରେ ଏହି ସବୁ ଲାଭ…
- ନେତାନ୍ୟାହୁଙ୍କ ଉପରେ ବର୍ଷିଲେ ଟ୍ରମ୍ପ: ହିଜବୁଲ୍ଲା ସହ ସଂଘର୍ଷକୁ ନେଇ କହିଲେ ପାଗଳ
- କଳା ବ୍ଲେଜର ଓ ଧଳା ସାର୍ଟ ପିନ୍ଧିବାର ରହସ୍ୟ ଖୋଲିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ
Comments are closed.