ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତର ଏସସିବି ଡାକ୍ତରଖାନାକୁ ପଠାଇଛନ୍ତି ।
BREAKING NEWS
- ପିତୃ ଦୋଷ କ’ଣ ଏବଂ ଏହା ଜୀବନ ଉପରେ କି ପ୍ରଭାବ ପକାଏ? ପିତୃ ପକ୍ଷରେ କରନ୍ତୁ ଏହି ସ୍ୱତନ୍ତ୍ର ପ୍ରତିକାର
- ନାଗୋୟାରେ ପ୍ରବଳ ବନ୍ୟା: ଏସୀୟ କ୍ରୀଡ଼ା ଉପରେ ପଡ଼ିବ ନାହିଁ କୌଣସି ପ୍ରଭାବ
- ବାଲେଶ୍ୱରରୁ ୫ ଓରାଂଓଟାନ୍ ଉଦ୍ଧାର ଘଟଣା: ଖୋଳତାଡ଼ କରୁଛି ଏସ୍ଟିଏଫ୍, ଆନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହ
- ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ
- Trade war:ଆମେରିକା କାନାଡାର ଏହି ସମସ୍ତ ସାମଗ୍ରୀ ଉପରେ ଲଗାଇଲା କଟକଣା; ଉଭୟ ଦେଶ ମଧ୍ୟରେ ବଢିଲା ଟ୍ରେଡ ଓ୍ବାର
- ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଆତଙ୍କିତ ନହେବାକୁ ଦେଲେ ପରାମର୍ଶ
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!
- ଇରାନର ତୈଳ ଟ୍ୟାଙ୍କର୍ ଉଡ଼ାଇଲା ଆମେରିକା
- ସ୍ତ୍ରୀକୁ ହତ୍ୟା କରି ନାହିଁ କୌଣସି ଅନୁତାପ, ପୁଣିଥରେ ଆଉ ଏକ ହତ୍ୟା କରିବି: ଏଭଳି ଦାବି କରି ଚର୍ଚ୍ଚାରେ ହତ୍ୟାକାରୀ ସ୍ୱାମୀ

Comments are closed.