Latest Odisha News

BREAKING NEWS

ଓଡ଼ିଶାରୁ ବିଶାଖାପାଟଣା ଓ ପୁଣେ ଗଲା ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନାରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବିଶାଖାପାଟଣା ଏବଂ ପୁଣେକୁ ଶୁକ୍ରବାର ଦିନ ଓଡିଶାରୁ ଆଉ ଦୁଇଟି ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁରର ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟରୁ ଦୁଇଟି ଟ୍ୟାଙ୍କର୍ ବିଶାଖାପାଟଣା ଏବଂ ପୁଣେକୁ ଏକ ଡେଡିକେଟେଡ୍ କରିଡର ମଧ୍ୟରେ ପୋଲିସ୍ ପଠାଇଛି।

Comments are closed.