କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ପେସ ବୋଲର ପ୍ୟାଟ କୁମିନ୍ସ କରୋନା ସଙ୍କଟ ବେଳେ ସହାୟତା ହାତ ବଢ଼ାଇଛନ୍ତି । ଭାରତରେ ଦ୍ରୁତ ଗତିରେ କରୋନା ବଢ଼ୁଥିବା ବେଳେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ କୁମିନ୍ସ ୫୦ ହଜାର ଡଲାର ଆର୍ଥୀକ ସହାୟତା ପିଏମ କେୟାର୍ସ ଫଣ୍ଡକୁ ଯୋଗାଇ ଦେଇଛନ୍ତି ।
ଏଥିସହ ସେ ସେ ତାଙ୍କ ସାଥୀ ଖେଳାଳିମାନଙ୍କୁ ମଧ୍ୟ ସହାୟତା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି । କରୋନା ସମୟରେ ଆଇପିଏଲ ଆୟୋଜନକୁ ଅନେକ ନାପସନ୍ଦ କରୁଛନ୍ତି । ତେବେ ଆମେ ଖେଳ ମାଧ୍ୟମରେ କିଛି ଲୋକଙ୍କୁ ଆନନ୍ଦ ପ୍ରଦାନ କରିପାରୁଛି ବୋଲି କୁମିନ୍ସ କହିଛନ୍ତି ।
BREAKING NEWS
- ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା
- ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର
- ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ
- ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର
- ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: ଅଗଷ୍ଟ ୧୫ରୁ ଖେଳାଯିବ ୨ଟି ଟେଷ୍ଟ
- ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
- ବିଶ୍ୱବ୍ୟାପୀ ବଢ଼ୁଛି ତମ୍ବା ଚୋରି: ଭାରତ ସମେତ ସାରା ବିଶ୍ୱ ପାଇଁ କାହିଁକି ସାଜିଛି ନୂଆ ସଙ୍କଟ?
- ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ
- ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ
- ବୟସ ଜାଲିଆତି ରୋକିବାକୁ ବିସିସିଆଇର ବଡ଼ ପଦକ୍ଷେପ: ଯାଞ୍ଚ କରିବ ସ୍ୱତନ୍ତ୍ର ଏଜେନ୍ସି
Comments are closed.