ରାଜସ୍ଥାନ: ରାଜସ୍ଥାନରେ ପୁଣି ବଢିଲା ଲକ୍ଡାଉନ୍ ଅବଧି। ରାଜସ୍ଥାନ ସରକାର ଶୁକ୍ରବାର ସମଗ୍ର ରାଜ୍ୟରେ ଲକ୍ଡାଉନ୍କୁ ଦୁଇ ସପ୍ତାହ ବଢାଇଇ ଦେଇଛନ୍ତି ଏବଂ ଏହାକୁ’ ପାଣ୍ଡେମିକ୍ ରେଡ୍ ଆଲର୍ଟ’ ଭାବେ ଘୋଷଣା କରିଛନ୍ତି।
ଏପ୍ରିଲ ୧୮ରେ, ସରକାର ରାଜ୍ୟରେ ଏକ ଆଂଶିକ ଲକ୍ଡାଉନ୍ ଘୋଷଣା କରିଥିଲେ। ଏହାକୁ ମେ ଏପ୍ରିଲ ୧୮ରୁ ମେ ୩ ଯାଏ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହାର ଅବଧିକୁ ବଢାଯାଇ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
Comments are closed.