ଭୁବନେଶ୍ୱର: ଲକଡାଉନ ସମୟରେ ବାହାଘର ଓ ଶୁଦ୍ଧଘର କାମ ପାଇଁ ଅନୁମତି ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହି ନମ୍ବରଟି ହେଉଠି ୮୧୪୪୨୦୭୧୦୦ । ଏହି ନମ୍ବରକୁ କଲ କଲେ କେବଳ ଭୁବନେଶ୍ୱର ପାଇଁ ଉଦ୍ଦିଷ୍ଟ ।
8144207100 ,This number is for obtaining Police Permission of marriage and funeral in Bhubaneswar UPD only. Please WhatsApp your request to this number . This is not for marriage / funeral related travels.
— DCP Bhubaneswar (@dcpbbsr) May 6, 2021
ଏହି ସହ ହ୍ୱାଟସ୍ଆପ୍ ଜରିଆରେ ମଧ୍ୟ ଅନୁରୋଧ ପଠାଇପାରିବେ । ଦିଆଯାଇଥିବା ନମ୍ବରରେ ହ୍ୱାଟସ୍ଆପରେ ଆନୁରୋଧ ପଠାଇଲେ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରୋସେସ୍ ହେବ । ଲାଇସେନ୍ସ ମିଳିବା ପରେ ଏହାର ସଫ୍ଟ କପି ପାଖରେ ରଖି କୋଭିଡ ନିୟମ ମୁତାବକ କାର୍ୟ୍ୟ କରାଯାଇପାରିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.