ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ । କୋଭିଡ ପଜିଟିଭ ଆସିବା ପରେ ଘରେ ସଂଗରୋଧରେ ଥିଲେ ଏହି ରୋଗୀ । ପଜିଟିଭ୍ ଚିହ୍ନଟ ରୋଗୀ ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେ ଏବେ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରୋଗୀଙ୍କ ଶରୀରରେ ବିଭିନ୍ନ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଚିହ୍ନଟ ହୋଇଛି । ଚିହ୍ନଟ ରୋଗୀଙ୍କ ବୟସ ୭୧ ବର୍ଷ । ମେ ୮ ତାରିଖରେ ଆଖି ଫୁଲିବା ସହ ନାକରୁ କଳା ପାଣି ବାହାରିଥିଲା । ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହସପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଠାରେ ବ୍ଲାକ୍ ଫଙ୍ଗସ ଚିହ୍ନଟ ହୋଇଥିଲା ।
BREAKING NEWS
- Puri Police: ନିଶା ବ୍ୟବସାୟୀ ଟିକି ଖାଁର ୩ଟି ଘର ଉପରେ ବୁଲିଲା ବୁଲଡୋଜର
- ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍
- ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ
- ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ରରେ ନୂତନ ଶିଖର ଛୁଇଁବ- ମୁଖ୍ୟମନ୍ତ୍ରୀ
- India-Afghan Relations: ୩ ମାସରେ ତୃତୀୟ ଆଫଗାନିସ୍ତାନ ମନ୍ତ୍ରୀ ଆସିଲେ ଭାରତ…ଜାଣନ୍ତୁ କ’ଣ ରହିଛି ଖାସ୍
- ଆଇପିଏଲ ୨୦୨୬: ୱିକେଟ କିପର କାର୍ତିକ ଶର୍ମା ହେଲେ କୋଟିପତି
- ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
- ଥରିବ ଓଡ଼ିଶା; ଆହୁରି ଦୁଇ ଦିନ ଯାଏଁ ଘନ କୁହୁଡ଼ି
- ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ
- ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, କଂଗ୍ରେସ କହିଲା ସତ୍ୟର ବିଜୟ ହୋଇଛି..
Comments are closed.