Latest Odisha News

BREAKING NEWS

Browsing Tag

Black Fungus Infection

ବ୍ଲାକ୍ ଫଙ୍ଗସ୍ ବଢାଉଛି ଚିନ୍ତା

ଦିଲ୍ଲୀ : କରୋନା ନିଦ ହଜାଇ ଦେଇଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଯୋଗୁ ବଢୁଛି ଚିନ୍ତା । ମହାରାଷ୍ଟ୍ରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏବେ ସୁଦ୍ଧା ୫ହଜାର ୫୦୦ଜଣ ଆକ୍ରାନ୍ତ ରହିଥିବା ଜଣାପଡିଛି । ଏଥିରୁ ୧୨୬ଜଣଙ୍କର ମୃତ୍ୟୁ ହୋଇ ସାରିଛି । ସେହିଭଳି ସେମାନଙ୍କ ମଧ୍ୟର ମହାରାଷ୍ଟ୍ରରେ…

ବ୍ଲାକ ଫଙ୍ଗସ ଚିହ୍ନଟ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର : ମହାମାରୀ କରୋନା ମଧ୍ୟରେ ଏବେ ଚିନ୍ତା ବଢ଼ାଇଲାଣି ବ୍ଲାକ୍ ଫଙ୍ଗସ ସଂକ୍ରମଣ । ରାଜ୍ୟରେ ବ୍ଲାକ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେବା ପରେ ତତ୍ପର ହୋଇଛନ୍ତି ସରକାର । ବ୍ଲାକ୍ ଫଙ୍ଗସ ଚିହ୍ନଟ ପାଇଁ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି ସରକାର । ଏହି କମିଟି ବ୍ଲାକ ଫଙ୍ଗସ୍‌…

ଚିହ୍ନଟ ହେଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ । କୋଭିଡ ପଜିଟିଭ ଆସିବା ପରେ ଘରେ ସଂଗରୋଧରେ ଥିଲେ ଏହି ରୋଗୀ । ପଜିଟିଭ୍ ଚିହ୍ନଟ ରୋଗୀ ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେ ଏବେ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା…

କରୋନା ଆତଙ୍କ ଭିତରେ ‘ବ୍ଲାକ ଫଙ୍ଗସ୍’ ସଂକ୍ରମଣ ଚିନ୍ତା, କ’ଣ ଏହି ନୂଆ ରୋଗ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ…