କାମାକ୍ଷାନଗର: ରୋଗ କ’ଣ ମାନବିକତାକୁ ବି ମାରିଦିଏ ??ମଷିଣ ପଣିଆ ବି ହଜିଯାଏ?? କରୋନା ତ ଯାହା କଲା । ହେଲେ ପ୍ରଶାସନ କଣ ଠିକ୍ କରିଲା । କରୋନାରେ ଆକ୍ରାନ୍ତ ଥିଲେ ବୋଲି ଜଣେ ଶିକ୍ଷକଙ୍କ ମୃତ ଦେହକୁ ଜଙ୍ଗଲରେ ଫିଙ୍ଗି ଦେବା କେତେ ଦୂର ଠିକ୍? ମୃତ ଦେହକୁ ଦାହ ନକରି କୁକର ବିଲୁଆଙ୍କ ପାଖରେ ଫୋପାଡି ଦେବା ଜଣେ ମୃତ ଶିକ୍ଷକଙ୍କ ପ୍ରତି ଯଥୋଚିତ ସମ୍ମାନ କି?? ସୋସିଆଲ ମିଡିଆରେ ଘୁରବୁଲୁଛି କାମାକ୍ଷାନଗରର ମୃତ ଶିକ୍ଷକଙ୍କ ଜଙ୍ଗଲରେ ପଡି ରହିଥିବା ଚିତ୍ର । ଯାହା ବେଶ୍ ହୃଦୟ ବିିଦାରକ ।
BREAKING NEWS
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
Comments are closed.