Latest Odisha News

BREAKING NEWS

ନାଗାଲାଣ୍ଡରେ ୪.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନାଗାଲାଣ୍ଡ: ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଶନିବାର ସକାଳେ ରିଚ୍ଟର ସ୍କେଲରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ନାଗାଲାଣ୍ଡରେ ଅନୁଭୂତ ହୋଇଛି। ମୋକୋକଚୁଙ୍ଗରୁ ୭୪ କିଲୋମିଟର ପୂର୍ବରେ ପ୍ରାୟ ୫ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୧ କିଲୋମିଟର ଗଭୀରରେ ଅବସ୍ଥିତ।

ଏପର୍ଯ୍ୟନ୍ତ କୌଣସି ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି।

Comments are closed.