ବ୍ରହ୍ମପୁର: ସରକାରୀ ଅନୁମୋଦିତ ହାରରେ ଅକ୍ସିଜେନ ସିଲିଣ୍ଡର ରିଫିଲିଂ କରିବାରେ ସହାୟତା ପାଇଁ ଗଞ୍ଜାମ ପ୍ରଶାସନ ହେଲ୍ପଲାଇନ ଜାରି କରିଛି। ଏହି ହେଲ୍ପଲାଇନ ନମ୍ବର ହେଉଛି 0680-2227000।
ଏହାଛଡା ଅକ୍ସିଜେନ ସିଲିଣ୍ଡର କଳାବଜାରି ବିଷୟରେ ଜଣାଇବାକୁ ମଧ୍ୟ ଲୋକମାନେ ଏହି ନମ୍ବରକୁ କଲ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
Comments are closed.