ଆଜମେର:ଅଜମେରର ୫ ବର୍ଷ କୁନି ଝିଅ ଧନାରୀ ୪୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି । ଇଣ୍ଡିଆ ବୁକ ଅଫ ରେକର୍ଡରେ ମୋଷ୍ଟ ଟ୍ରାଭେଲ୍ଡ ବେବି ଭାବେ ସେ ସ୍ଥାନ ପାଇଛନ୍ତି । ନରେନ ବୁଲାନୀ ଓ ସୋନିଆ ଥାଇଲାଣ୍ଡରେ ବଡ ବ୍ୟବସାୟୀ ଭାବେ ପରିଚିତ । ଆଜେମରର ଏହି ଦମ୍ପତି ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ ଦେଶ ଯାତ୍ରା କରିଥାନ୍ତି । ଝିଅକୁ ଏକୁଟିଆ ନ ଛାଡିବା ପାଇଁ ସେମାନେ ତାଙ୍କୁ ସାଙ୍ଗରେ ନେଇ ଯାଆନ୍ତି ।
ପ୍ରଥମେ ଥାଇଲାଣ୍ଡ ବିମାନ ଯାତ୍ରା ସମୟରେ ଧନାରୀକୁ ନେଇ ଯିବାରେ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ । ଏହା ପରେ ଯାତ୍ରାର ତାଲିକା ବଢ଼ିବାରେ ଲାଗିଲେ । ଧନାରୀ ବି ଏହି ବିମାନ ଯାତ୍ରାର ଭରପୂର ମଜା ଉଠାଇଥାଏ ।
ଧନାରୀଙ୍କୁ ନେଇ ୱାର୍ଲ୍ଡ ଟୁର ପାଇଁ ଯୋଜନା କରିଥିଲୁ ମାତ୍ର କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇ ପାରିଲା ନାହିଁ ବୋଲି ମାଆ ସୋନିଆ କହିଛନ୍ତି । କଟକଣା ଉଠିବା ପରେ ପୁନର୍ବାର ଏଥିନେଇ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।
BREAKING NEWS
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
Comments are closed.