ଜାକାର୍ତା: ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋକ ମନ୍ଦିର ଭାବେ ପରିଚିତ । ଏହା ୭ଟି ମନ୍ଦିରର ଏକ ଶ୍ରେଣୀ । ଗୋଟିଏ ମନ୍ଦିର ମଧ୍ୟରେ ପ୍ରବେଶ କଲେ ଅନ୍ୟ ମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହୁଏ । ୧୯୮୦ରେ ଏହି ମନ୍ଦିରର ପଥର ତଳୁ ଖସିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ସହଯୋଗରେ ଏହାକୁ ତିଆରି କରାଯାଇଥିଲା । କିମ୍ବଦନ୍ତୀ ଅନୁସାରେ ୧୫ଶ ଶତାବ୍ଦୀରେ ନିରର୍ଥ ନାମକ ଏକ ପୂଜାରୀ ସ୍ଥାନୀୟ କେଉଟମାନଙ୍କୁ ନେଇ ସମୂଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ପୂଜାରୀ ଏହାର ସୁରକ୍ଷା ପାଇଁ ବିଷଧର ସର୍ପଙ୍କୁ ଆହ୍ୱାନ କରିଥିଲେ । ସେବେଠାରୁ ଏହାର ପଥର ତଳେ ଏହି ସର୍ପ ଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।
BREAKING NEWS
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ
- ସରିଲା ଶୀତକାଳୀନ ହାତୀ ଗଣନା, ସନ୍ଧ୍ୟାରେ ଆସିବ ରିପୋର୍ଟ
- ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ବିତୀୟ ଦିନ; କିଭଳି ଚାଲିବ ଗୃହ ତା’ଉପରେ ନଜର
- ଆସୁଛି ବାତ୍ୟା ‘ପେଙ୍ଗାଲ’; ଆଜି ଉତ୍ତର-ପଶ୍ଚିମ ଦିଗକୁ ଗତିକରି ବାତ୍ୟାରେ ପରିଣତ ହେବ ଗଭୀର ଅବପାତ
- ରାଜ୍ୟରେ ଶୀତର ଲହରି; ୩ ଦିନ ପରେ ବଢିବ ତାପମାତ୍ରା
- କ’ଣ ଆପଣ ମଧ୍ୟ ଘରେ ଲଗେଇଛନ୍ତି କି ଏହି ୫ ଫଟୋ? ଭୋଗି ପାରନ୍ତି ଏହି ବଡ ଅସୁବିଧା..
- ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ
- ଡିଜିପି ସମ୍ମିଳନୀ: ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି
- ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
- ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ
Comments are closed.